ଆସ୍ଫୋଟନୀ Āsphoṭanī

  • ସଂ. ବି. ସ୍ତ୍ରୀ. (ଅ+ ସ୍ଫେଟି ଧାତୁ=ଭେଦ କରିବା+ କରଣ =ଅନ+ସ୍ତ୍ରୀ.) ଫୁଟାଇବା ଯନ୍ତ୍ର; ଫୋଡ଼ଣୀ — Auger; gimlet
  • ସଂ. ବି. ସ୍ତ୍ରୀ. (ଅ+ ସ୍ଫେଟି ଧାତୁ=ଭେଦ କରିବା+ କରଣ =ଅନ+ସ୍ତ୍ରୀ.) ବଢ଼େଇଙ୍କ ଭଅଁର — A drill (carpenter's insrument for boring through a piece of wood)