ଆସ୍ପର୍ଦ୍ଧା Āsparddhā
- ସଂ. ବି. ସ୍ତ୍ରୀ (ଆ+ସ୍ପର୍ଦ୍ଧ୍ ଧାତୁ=ପରାଭୂତ କରିବାକୁ ଇଚ୍ଛାକରିବା +ଭାବ. ଅ+ସ୍ତ୍ରୀ. ଆ) — ମାତ୍ସର୍ଯ୍ୟ; ଗାରିମା; ଗର୍ବ — Arrogance; presumption
- ସଂ. ବି. ସ୍ତ୍ରୀ (ଆ+ସ୍ପର୍ଦ୍ଧ୍ ଧାତୁ=ପରାଭୂତ କରିବାକୁ ଇଚ୍ଛାକରିବା +ଭାବ. ଅ+ସ୍ତ୍ରୀ. ଆ) — ଅନୁଚିତ ଉଚ୍ଚ ଆକାଂକ୍ଷା — Ambition
- ସଂ. ବି. ସ୍ତ୍ରୀ (ଆ+ସ୍ପର୍ଦ୍ଧ୍ ଧାତୁ=ପରାଭୂତ କରିବାକୁ ଇଚ୍ଛାକରିବା +ଭାବ. ଅ+ସ୍ତ୍ରୀ. ଆ) — ଦାମ୍ଭିକତା — Daring of a person; boldness
- ସଂ. ବି. ସ୍ତ୍ରୀ (ଆ+ସ୍ପର୍ଦ୍ଧ୍ ଧାତୁ=ପରାଭୂତ କରିବାକୁ ଇଚ୍ଛାକରିବା +ଭାବ. ଅ+ସ୍ତ୍ରୀ. ଆ) — ଚାତର; ବଡ଼େଇକରିବା — Boasting; bragging; vaunt
- ସଂ. ବି. ସ୍ତ୍ରୀ (ଆ+ସ୍ପର୍ଦ୍ଧ୍ ଧାତୁ=ପରାଭୂତ କରିବାକୁ ଇଚ୍ଛାକରିବା +ଭାବ. ଅ+ସ୍ତ୍ରୀ. ଆ) — ପ୍ରତିଯୋଗିତା — Emulation; rivalry
- ସଂ. ବି. ସ୍ତ୍ରୀ (ଆ+ସ୍ପର୍ଦ୍ଧ୍ ଧାତୁ=ପରାଭୂତ କରିବାକୁ ଇଚ୍ଛାକରିବା +ଭାବ. ଅ+ସ୍ତ୍ରୀ. ଆ) — ପରାଭବେଚ୍ଛା — Desire to overpower others