ଆସ୍ତିକତା Āstikatā
- ସଂ. ବି. (ଆସ୍ତିକ+ଭାବ. ତା) — ଈଶ୍ୱର ଓ ବୈଦିକଧର୍ମ ବିଷୟରେ ବିଶ୍ୱାସ — Faith in the existence of God and the Bedas
- ସଂ. ବି. (ଆସ୍ତିକ+ଭାବ. ତା) — ଆସ୍ତିକର ବ୍ୟବହାର — The conduct of a theist
- ସଂ. ବି. (ଆସ୍ତିକ+ଭାବ. ତା) — ଈଶ୍ୱର ଓ ପରଲୋକରେ ବିଶ୍ୱାସ — Faith in God and in the next world