ଆସନ୍ନକାଳ Āsannakāḻa
- ସଂ. ବି. (କର୍ମଧା. ଆସନ୍ନ=ନିକଟବର୍ତ୍ତୀ+କାଳ=ସମୟ; ମୃତ୍ୟୁ) — ମୃତ୍ୟୁକାଳ — Time of death
- ସଂ. ବି. (କର୍ମଧା. ଆସନ୍ନ=ନିକଟବର୍ତ୍ତୀ+କାଳ=ସମୟ; ମୃତ୍ୟୁ) — ବିପତ୍କାଳ — Critical time; time of calamity
- ସଂ. ବି. (କର୍ମଧା. ଆସନ୍ନ=ନିକଟବର୍ତ୍ତୀ+କାଳ=ସମୟ; ମୃତ୍ୟୁ) — ନିକଟ ଭବିଷ୍ୟତ — Near future
- ସଂ. ବି. (କର୍ମଧା. ଆସନ୍ନ=ନିକଟବର୍ତ୍ତୀ+କାଳ=ସମୟ; ମୃତ୍ୟୁ) — ମୃତ୍ୟୁର ଅବ୍ୟବହିତ ପୂର୍ବକାଳ — Time just before death