ଆସନବନ୍ଧ Āsanabandha

  • ସଂ. ବି. ( 6 ଷ୍ଠୀ ତତ୍; ଆସନ+ବନ୍ଧ) — ଯୋଗାର୍ଥ ଉପବେଶନବିଶେଷ — A posture of squatting of J̄oga
  • ସଂ. ବି. ( 6 ଷ୍ଠୀ ତତ୍; ଆସନ+ବନ୍ଧ) — ସଙ୍ଗମାର୍ଥ ଉପବେଶନବିଶେଷ — A posture of sitting in copulation