ଆସନପାଦାସନ Āsanapādāsana

  • ସଂ. ବି. (ଆସନ ଓ ପାଦାସନ; ସହଚର) — ଆଗନ୍ତୁକ ବ୍ୟକ୍ତିଙ୍କୁ ବସିବା ନିମନ୍ତେ ଦିଆଯିବା ବିଛଣା ଓ ପାଦ ରଖିବା ପାଇଁ ଦିଆଯିବା ପୀଢ଼ା — Seat or mat and foot-rest offered to a guest