ଆସଞ୍ଜନ Āsan̄jana

  • ସଂ. ବି. (ଆ+ସନ୍ଜ ଧାତୁ=ଆସକ୍ତ ହେବା+ଭାବ. ଅନ) — ଲାଗି ରହିବା — Sticking to
  • ସଂ. ବି. (ଆ+ସନ୍ଜ ଧାତୁ=ଆସକ୍ତ ହେବା+ଭାବ. ଅନ) — ବସ୍ତ୍ରାଦି ପରିଧାନ — Wearing cloths
  • ସଂ. ବି. (ଆ+ସନ୍ଜ ଧାତୁ=ଆସକ୍ତ ହେବା+ଭାବ. ଅନ) — ଯୋଜନା; ଲଗାଇବା — Connecting
  • ସଂ. ବି. (ଆ+ସନ୍ଜ ଧାତୁ=ଆସକ୍ତ ହେବା+ଭାବ. ଅନ) — ଉତ୍ପାଦନ — Producing