ଆସଙ୍ଗଲିପ୍ସୁ Āsañgalipsu
- ସଂ. ବିଣ. ପୁଂ. ଓ (ଆସଙ୍ଗ+ଲଭ୍ ଧାତୁ+ସନନ୍ତ. ଉ) — ସହବାସ କରିବାକୁ ଇଚ୍ଛୁକ — Desiring for cohabitation
- ସଂ. ବିଣ. ପୁଂ. ଓ (ଆସଙ୍ଗ+ଲଭ୍ ଧାତୁ+ସନନ୍ତ. ଉ) — ମିଳିତ ହେବାକୁ ଇଚ୍ଛୁକ — Desirous of meeting
- ସଂ. ବିଣ. ପୁଂ. ଓ (ଆସଙ୍ଗ+ଲଭ୍ ଧାତୁ+ସନନ୍ତ. ଉ) — ଏକତ୍ର ସଙ୍ଗ ହେବାର ଇଚ୍ଛା — Desiring the society of