ଆଷାଢ଼ୁଆସୂତା Ashāṟḍ̠ẖuāsūtā

  • ଦେ. ବି. (ସଂ. ଅବ୍ୟୂତ+ସୂତ୍ର) — କୌତୁକସୂତ୍ର; ବିବାହ ଦିବସ ବରକନ୍ୟାଙ୍କ ହାତରେ ବନ୍ଧାହେବା ସୂତା; ଅଭିଆଡ଼ି ସୂତା — A string put round the wrists of the bride and bridegroom on the day of marriage