ଆଶ୍ୱାସିତ Āṡwāsita

  • ସଂ. ବିଣ. (ଆ+ଶ୍ୱସ୍ ଧାତୁ ଣିଚ; ଶ୍ୱାସି ଧାତୁ=ପ୍ରତ୍ୟାଶା କରାଇବା+କର୍ମ. ତ) — ଆଶ୍ୱସ୍ତ (ଦେଖ) — Āṡwasta (See)
  • ସଂ. ବିଣ. (ଆ+ଶ୍ୱସ୍ ଧାତୁ ଣିଚ; ଶ୍ୱାସି ଧାତୁ=ପ୍ରତ୍ୟାଶା କରାଇବା+କର୍ମ. ତ) — ଆଶ୍ୱାସପ୍ରାପିତ — Consoled
  • ସଂ. ବିଣ. (ଆ+ଶ୍ୱସ୍ ଧାତୁ ଣିଚ; ଶ୍ୱାସି ଧାତୁ=ପ୍ରତ୍ୟାଶା କରାଇବା+କର୍ମ. ତ) — ଅନୁନୀତ — Requested; solicited
  • ସଂ. ବିଣ. (ଆ+ଶ୍ୱସ୍ ଧାତୁ ଣିଚ; ଶ୍ୱାସି ଧାତୁ=ପ୍ରତ୍ୟାଶା କରାଇବା+କର୍ମ. ତ) — ପ୍ରବୋଧିତ — Persuaded