ଆଶ୍ରମିକ Āṡramika
- ସଂ. ବିଣ. ପୁଂ. (ଆଶ୍ରମ+ନିବାସାର୍ଥେ. ଇକ) — ବାନପ୍ରସ୍ଥାଦି କୌଣସି ଆଶ୍ରମକୁ ଅବଲମ୍ବନ କରିଥିବା (ବ୍ୟକ୍ତି); ଆଶ୍ରମାବଲମ୍ବୀ — Belonging to any of the four religious orders of life
- ସଂ. ବିଣ. ପୁଂ. (ଆଶ୍ରମ+ନିବାସାର୍ଥେ. ଇକ) — କୌଣସି ଆଶ୍ରମରେ ବାସ କରୁ କରୁଥିବା (ବ୍ୟକ୍ତି) — Residing in a hermitage