ଆଶ୍ରମପୀଡ଼ା Āṡramapīṟḍ̠ā

  • ସଂ. ବି. ( 6 ଷ୍ଠୀ ତତ୍) — ତପୋବନ ବା ଆଶ୍ରମଭୂମିର ଶାନ୍ତିଭଙ୍ଗ — Molestation in one's own retreat; interference with the calmness of a hermitage
  • ସଂ. ବି. ( 6 ଷ୍ଠୀ ତତ୍) — (ଯଥା—ନିଜନ ଆଶ୍ରମରେ ରାଜା ସଦଳବଳ ଉପସ୍ଥିତ ହେବାରୁ ଆଶ୍ରମପୀଡ଼ା ଘଟିଲା।)