ଆଶୁତୋଷ Āṡutosha

  • ସଂ. ବିଣ (ବହୁବ୍ରୀହି; ଆଶୁ=ଶୀଘ୍ର+ତୋଷ=ସନ୍ତୋଷ) — ଯେ ଅଳ୍ପକେ ସନ୍ତୁଷ୍ଟ ହୁଏ — Easily satisfied, quickly pleased
  • ସଂ. ବି. — ମହାଦେବ — God Ṡiba
  • ଦେ. ବି. ପୁଂ. — ପୁରୁଷଙ୍କ ନାମବିଶେଷ — Name given to males