ଆଶୀର୍ବାଦଘର Āṡīrbādaghara
- ଦେ. ବି. — ପୁନର୍ବିବାହ; ଦୂର୍ବାକ୍ଷତ; ଦ୍ୱିରାଗମନ— ଉତ୍ସବ — The ceremony of consummation or marriage
- ଦେ. ବି. — [ଦ୍ର—ଯେଉଁ ହିନ୍ଦୁସମ୍ପ୍ରଦାୟରେ ବାଲ୍ୟବିବାହ ପ୍ରଥା ପ୍ରଚଳିତ ଅଛି ସେମାନଙ୍କର ବିବାହ ପରେ ସ୍ୱାମୀ ସ୍ତ୍ରୀ ପୃଥକ୍ ପୃଥକ୍ ରହନ୍ତି। ସ୍ତ୍ରୀ ଋତୁମତୀ ହେବା ପରେ ଜ୍ୟୋତିଷ ମତରେ ଶୁଭ ଦିନ ଧରାଯାଇ ହୋମାଦି ମଙ୍ଗଳ ଅନୁଷ୍ଠାନ ପରେ ସ୍ୱାମୀସ୍ତ୍ରୀଙ୍କର ମିଳନ ହୁଏ।]