ଆଶୀର୍ବାଦକ Āṡīrbādaka

  • ସଂ. ବିଣ. ପୁଂ. (ଆଶିଷ୍+ବଦ୍ ଧାତୁ= କହିବା+କର୍ତ୍ତୃ. ଅକ) — ଯେ ଆଶୀର୍ବାଦ କରେ — One who blesses; blessing; well-wisher