ଆଶା ବଳାଇବା Āṡā baḻāibā

  • ଦେ. କ୍ରି — (କୌଣସି କାର୍ଯ୍ୟ କରିବାକୁ) ପ୍ରୟାସୀ ହେବା; ଆଶା କରିବା; ଆଶାନ୍ୱିତ ହେବା — To be bent on; to be intent on
  • ଦେ. କ୍ରି — ପର୍ଶୁରାମ ସେ ଦିନୁ କ୍ଷତ୍ରିୟଙ୍କେ ହିଂସା; ଛାଡ଼ି ଦେଇ ତପରେ ବଳାଇଲେ ଆଶା। କୃଷ୍ଣସିଂହ, ମହାଭାରତ।
  • ଦେ. କ୍ରି — ଲାଳାୟିତ ହେବା — To hanker after