ଆଶଂସିତା Āṡaṁsitā

  • ସଂ. ବିଣ. ପୁଂ. (ଆ+ସନ୍ସ ଧାତୁ+କର୍ତ୍ତୃ ତୃ; 1 ମା. 1 ବ.) — ଅଭିଳାଷୀ; ଇଚ୍ଛୁକ — Desirous
  • ସଂ. ବିଣ. ପୁଂ. (ଆ+ସନ୍ସ ଧାତୁ+କର୍ତ୍ତୃ ତୃ; 1 ମା. 1 ବ.) — ପ୍ରାର୍ଥକ — Solicitous
  • ସଂ. ବିଣ. ପୁଂ. (ଆ+ସନ୍ସ ଧାତୁ+କର୍ତ୍ତୃ ତୃ; 1 ମା. 1 ବ.) — କଥୟିତା — Speaking