ଆଳସ Āḻasa

  • ସଂ. ବି. (ଅଳସ+ଭାବ. ଅ) — ଆଳସ୍ୟ; ନିଶ୍ଚେଷ୍ଟତା — Indolence; idleness; laziness; sloth
  • ସଂ. ବି. (ଅଳସ+ଭାବ. ଅ) — ମଧୁର ନିଦ୍ରା ନିଶି ଶେଷେ। ନୟନ ଫିଟେ ଆଳସେ— ଭୂପତି. ପ୍ରେମପଞ୍ଚାମୃତ।