ଆଲ୍ଲା ଭଜିବା Āllā bhajibā

  • ଦେ. କ୍ରି. — ମୁଷଲମାନମାନଙ୍କର ଈଶ୍ୱରଙ୍କ ନାମ ନେବା — To utter the name of God
  • ଦେ. କ୍ରି. — (ଲକ୍ଷଣାର୍ଥ) କିଂକର୍ତ୍ତବ୍ୟବିମୂଢ଼ ହେବା — To be bewildered