ଆଲୋକଜନିତସ୍ଥିତିଗତି Ālokajanitasthitigati
- ସଂ. ବି. (ବିଜ୍ଞାନପରିଭାଷା; ଆଧୁନିକ ପ୍ରୟୋଗ) — ଯେଉଁଆଡ଼ୁ ଆଲୋକ ଆସୁଥାଏ, ଉଦ୍ଭିଦମାନଙ୍କର ସେହି ଆଡ଼କୁ ବଢ଼ିବାର ରୀତି — Heleotropism
- ସଂ. ବି. (ବିଜ୍ଞାନପରିଭାଷା; ଆଧୁନିକ ପ୍ରୟୋଗ) — [ଦ୍ର—ଯେଉଁଆଡ଼ୁ ଖରା ପଡ଼େ ଗଛ ସେହି ଆଡ଼କୁ ଡାଳ ପତ୍ର ବିସ୍ତାର କରେ।]