ଆଲିଙ୍ଗିବା Āliṅgibā

  • କ୍ରି. ପଦ୍ୟ. (ସଂ. ଆଲିଙ୍ଗନ) — କୋଳାଗ୍ରତ କରିବା; କୁଣ୍ଢାଇବା; ଆଲିଙ୍ଗନ କରିବା — To embrace; to hug
  • କ୍ରି. ପଦ୍ୟ. (ସଂ. ଆଲିଙ୍ଗନ) — ଆଲିଙ୍ଗିଲୁ ଆଦରେ ଧରି ସଖୀଙ୍କି କରେ—ମଧୁସୂଦନ. ଛାନ୍ଦମାଳା।