ଆଲିଙ୍ଗିତ Āliṅgita

  • ସଂ. ବିଣ. (ଆ+ଲିନ୍ଗ ଧାତୁ+କର୍ମ. ତ) — ଆଶ୍ଳିଷ୍ଟ; ଯାହାକୁ ଅନ୍ୟ ବ୍ୟକ୍ତି ଆଲିଙ୍ଗନ କରେ ବା କୁଣ୍ଢାଏ; ପରିବନ୍ଧ — Embraced; hugged