ଆଲିଙ୍ଗନ Āliṅgana

  • ସଂ. ବି. (ଆ=ବିଶେଷଭାବରେ+ଲିନ୍ଗ ଧାତୁ=ମିଳନ କରିବା+ଭାବ. ଅନ) — ଆଶ୍ଳେଷ; ଅଙ୍ଗମିଳନ; କୁଣ୍ଢାକୁଣ୍ଢି; କୁଣ୍ଢିଆକୁଣ୍ଢେଇ; କୋଳାକୋଳି — Act of embracing; embrace; hugging