ଆର୍ୟ୍ୟସମାଜ Ārj̄yasamāja

  • ଦେ. ବି — ବୈଦିକ ଧର୍ମର ପ୍ରତିଷ୍ଠା ସକାଶେ ଉତ୍ତର ଭାରତରେ ପ୍ରବର୍ତ୍ତିତ ଆଧୁନିକ ଧର୍ମସମିତି — Name of a society started in India for promulgation of Ba̲i̱dic religion
  • ଦେ. ବି — [ଦ୍ର—ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଏହାର ପ୍ରତିଷ୍ଠାତା।]