ଆର୍ୟ୍ୟପୁତ୍ର Ārj̄yaputra

  • ସଂ. ବି — ସ୍ୱାମୀ; ଭର୍ତ୍ତା — Husband
  • ସଂ. ବି — ଗୁରୁପୁତ୍ର — The son of one's spiritual preceptor
  • ସଂ. ବି — (ନାଟକରେ) ସ୍ୱାମିଙ୍କ ପ୍ରତି ସ୍ତ୍ରୀର ବା ସୁତ୍ରଧାର ପ୍ରତି ନଟୀର ସମ୍ବୋଧନ — A word used in addressing the husband