ଆର୍ୟ୍ୟକ Ārj̄yaka

  • ସଂ. ବିଣ. ପୁଂ. (ଆର୍ଯ୍ୟ=ପୂଜ୍ୟ+ପ୍ରଶସ୍ତ ଅର୍ଥରେ କ; ଯେ ଅତିଶୟ ପୂଜ୍ୟ) — ଅଜା — Grandfather
  • ସଂ. ବିଣ. (+ସ୍ୱାର୍ଥେ. କ) — ଶ୍ରେଷ୍ଠ — Principal
  • ସଂ. ବିଣ. (+ସ୍ୱାର୍ଥେ. କ) — ମାନ୍ୟ; ମାନନୀୟ — Respectable