ଆର୍ଷବିବାହ Ārshabibāha
- ସଂ. ବି. (ଆର୍ଷ+ବିବାହ) — ଆର୍ଯ୍ୟଋଷିପ୍ରବର୍ତ୍ତିତ ପ୍ରାଚୀନ ବିବାହପ୍ରଣାଳୀ ବିଶେଷ; ଉପଯୁକ୍ତ ବରଙ୍କୁ ନିମନ୍ତ୍ରଣ କରି ଏକ ହଳ ବା ଦୁଇ ହଳ ଗାଭୀ ବିନିମୟରେ କନ୍ୟା- ପ୍ରଦାନପୂର୍ବକ ଯେଉଁ ବିବାହ ସମ୍ପନ୍ନ ହୁଏ — A form of marriage (which obtained amongst the Rishis) in which the father of the bride received one or two pairs of kine from the bridegroom elect, and gave the daughter in marriage after duly inviting the bridegroom