ଆର୍ଷପ୍ରୟୋଗ Ārshaprayoga

  • ସଂ. ବି. (ଆର୍ଷ=ଋଷିମାନଙ୍କ ପ୍ରବର୍ତ୍ତିତ+ପ୍ରୟୋଗ= ବ୍ୟବହାର) — ବ୍ୟାକରଣବିରୁଦ୍ଧ ଅଥଚ ବିଶିଷ୍ଟ ପ୍ରାଚୀନ ଋଷିମାନଙ୍କ କର୍ତ୍ତୃକ ଶାସ୍ତ୍ରାଦିରେ ବ୍ୟବହୃତ ଶବ୍ଦାଦି — An archaic use; a form of language or grammatical use having the force of authority having been used by the sages or great writers through not strictly correct according to the ordinary rules of grammar