ଆର୍ତ୍ତବ Ārttaba

  • ସଂ. ବି. (ଋତୁ=ସ୍ତ୍ରୀମାନଙ୍କର ରଜଃ+ସ୍ୱାର୍ଥେ. ଅ) — ସ୍ତ୍ରୀରଜ; ମାସକୁ ମାସ ସ୍ତ୍ରୀମାନଙ୍କ ଜରାୟୁନିଃସୃତ ରକ୍ତ — Menstrual discharge; the menses
  • ସଂ. ବିଣ (+ସମ୍ବନ୍ଧାର୍ଥେ. ଅ) — ସ୍ତ୍ରୀରଜଃସମ୍ବନ୍ଧୀୟ — Menstrual
  • ସଂ. ବିଣ (+ସମ୍ବନ୍ଧାର୍ଥେ. ଅ) — ଷଡ୍ଋତୁସମ୍ବନ୍ଧୀୟ — Belonging to the seasons of the year; seasonable