ଆର୍ତ୍ତତ୍ରାଣ Ārttatrāṇa
- ସଂ. ବି. (ଆର୍ତ୍ତ=ବିପନ୍ନ+ତ୍ରୈ=ତ୍ରାଣ କରିବା+କର୍ତ୍ତୃ. ଅନ) — ଆର୍ତ୍ତ ବା ବିପନ୍ନ ଲୋକକୁ ଉଦ୍ଧାର କରୁଥିବାରୁ; ଈଶ୍ୱର — Name of god; the Saviour of the afflicted
- ସଂ. ବିଣ — ଆର୍ତ୍ତ ବ୍ୟକ୍ତିର ଉଦ୍ଧାରକାରୀ — One who saves a person from distress
- ଦେ. ବି. ପୁଂ. — ଲୋକଙ୍କ ନାମ — Name of males