ଆରେ ରେକାର Āre rekāra

  • ଦେ. ବି. — ରେ ରେ କାର; ଆରେ ରେ ଶବ୍ଦ — A battle sound
  • ଦେ. ବି. — ଆରେ ରେକାର କରିଣ ଆୟୁଧମାନ ଧରିଣ। ବିଶ୍ୱନାଥ—ବିଚିତ୍ରରାମାୟଣ।