ଆରୂଢ଼ଯୌବନା Ārūṟḍ̠ẖaj̄a̲u̲banā

  • ସଂ. ବି. ସ୍ତ୍ରୀ (ବହୁବ୍ରୀହି) — ମଧ୍ୟାନାୟିକାଙ୍କ ଚାରି ଭେଦର ଏକ; ଯେଉଁ ଯୁବତୀନାୟିକାକୁ ପତି ସଙ୍ଗମ ସୁଖକର ହୁଏ (ହି. ଶବ୍ଦସାଗର) — A class of youthful and lustful women