ଆରିଆ Āriā

  • ଦେ. ଅ. (ଜାହାଜିଆ ଓ ବୋଟ ମାଝିଙ୍କ ଭାଷା) — (ନୌକାବାହୀ କେଉଟମାନଙ୍କର ଡାକବିଶେଷ—) ବୋଟକୁ ପାଖକୁ ନିଅ — (a term used by boatmen) Shove to move the boat to one side
  • ଦେ. ଅ. (ଜାହାଜିଆ ଓ ବୋଟ ମାଝିଙ୍କ ଭାଷା) — ବୋଟକୁ ଚଳାଅ — Move the boat