ଆରାମପୁର Ārāmapura
- ସଂ. ବି ( 6 ଷ୍ଠୀ ତତ୍; ଆରାମ= ବିଶ୍ରାମ+ପୁର=ଗୃହ) — ଉପବନସ୍ଥିତ ଗୃହ — A room in a pleasure garden
- ସଂ. ବି ( 6 ଷ୍ଠୀ ତତ୍; ଆରାମ= ବିଶ୍ରାମ+ପୁର=ଗୃହ) — ଅଛି ଆରାମପୁର ପାରୁଶର—ଭଞ୍ଜ. ପ୍ରେମସୁଧାନିଧି 12/19 । — ଅଛି ଆରାମପୁର ପାରୁଶର—ଭଞ୍ଜ. ପ୍ରେମସୁଧାନିଧି12/19
- ସଂ. ବି ( 6 ଷ୍ଠୀ ତତ୍; ଆରାମ= ବିଶ୍ରାମ+ପୁର=ଗୃହ) — (ତୁଳନାକର ଫା. ଆରାମ୍ଗୃହ=ଶୟନାଗାର)।