ଆରାମଚଉକି Ārāmachauki

  • ଦେ. ବି. (ଇଂ. ଆର୍ମ୍ ଓ ସଂ. ଚତୁସ୍କୀ; କିମ୍ବା ଯେଉଁ ଚଉକିରେ ଆରାମ ବା ସୁଖବିଶ୍ରାମ ହୁଏ) — ସୁଖୋପବେଶନ କାଷ୍ଠ ବା ବେତ୍ରାସନ— ବିଶେଷ — Armchair; easy chair