ଆରାଧିବା Ārādhibā

  • ଦେ. ପଦ୍ୟ. କ୍ରି. (ସଂ. ଆରାଧନ) — ଆରାଧନା କରିବା — To worship; to pray
  • ଦେ. ପଦ୍ୟ. କ୍ରି. (ସଂ. ଆରାଧନ) — କିରୂପେ ଯୂଧିଷ୍ଠିର ସୂର୍ଯ୍ୟେ ଆରାଧିଲେ— କୃଷ୍ଣସିଂହ, ମହାଭାରତ, ବନ।