ଆରମ୍ଭୀ Ārambhī

  • ସଂ. ବିଣ. (ଆରମ୍ଭ=ଗର୍ବ+ଅଛି ଅର୍ଥରେ ଇନ୍) — ଆଡ଼ମ୍ବରପ୍ରିୟ; ଗର୍ବୀ
  • ସଂ. ବିଣ. (ଆରମ୍ଭ=ଗର୍ବ+ଅଛି ଅର୍ଥରେ ଇନ୍) — ଆରମ୍ଭୀ ଦମ୍ଭୀ ଖଳପ୍ରାଣୀ, ସେ ବଡ଼ ଏ ସଂସାରେ ପୁଣି। ଜଗନ୍ନାଥ. ଭାଗବତ. 12 ଶ। — ଆରମ୍ଭୀ ଦମ୍ଭୀ ଖଳପ୍ରାଣୀ, ସେ ବଡ଼ ଏ ସଂସାରେ ପୁଣି ଜଗନ୍ନାଥ. ଭାଗବତ.12ଶ