ଆରମ୍ଭିବା Ārambhibā

  • ଦେ. (ପଦ୍ୟ) କ୍ରି — ଆରମ୍ଭ କରିବା — To begin
  • ଦେ. (ପଦ୍ୟ) କ୍ରି — ଦୁଃଖ ପାଇ ବ୍ରତମାନଙ୍କୁ ଆରମ୍ଭିଲେ। କୃଷ୍ଣସିଂହ. ମହାଭାରତ. ବନ।