ଆରସି Ārasi

  • ଦେ. ବି. (ସଂ. ଆଦର୍ଶ) — ଦର୍ପଣ; ଆଇନା — Mirror; looking glass
  • ବୈଦେ. (ଆ) ବି. ମୁଷଳମାନଙ୍କ ବିବାହରେ ବର ହାତ— ଆଙ୍ଗୁଠିରେ ପିନ୍ଧିବା ମୁଦି — The ring which a Mahomedan bridegroom wears on his fingers