ଆରବ୍ଧ Ārabdha

  • ସଂ. ବିଣ. (ଆ+ରଭ୍ ଧାତୁ=ଆରମ୍ଭ କରିବା+କର୍ମ. ତ) — ଆରମ୍ଭ କରାଯାଇଥିବା; ଅନୁଷ୍ଠିତ — Begun; commenced
  • ସଂ. ବି. — ଆରମ୍ଭ — Beginning