ଆରଣ୍ୟକ ବ୍ରାହ୍ମଣ Āraṇyaka brāhmaṇa

  • ସଂ. ବି — ସାମବେଦର ଶାଖାବିଶେଷ — A section of the Sāma Beda
  • ସଂ. ବି — ଯେଉଁ ବ୍ରାହ୍ମଣମାନେ ପୂର୍ବେ ଜଙ୍ଗଲରେ ବାସ କରୁଥିଲେ; ଏକପ୍ରକାର ବ୍ରାହ୍ମଣ — A sect of Brāhmaṇas originally living in the forest