ଆମ୍ଳିତିପତ୍ର Āmḻitipatra

  • ଦେ. ବି. (ସଂ. ଆମ୍ଳଲୋଣିକା; ଅମ୍ଳବତୀ) — ଏକପ୍ରକାର ଅମ୍ଳଶାକ — Indian sorrel; oralis corniculata
  • ଦେ. ବି. (ସଂ. ଆମ୍ଳଲୋଣିକା; ଅମ୍ଳବତୀ) — [ଦ୍ର—ଏହା ଭାରତର ଗ୍ରୀଷ୍ମପ୍ରଧାନ ଅଞ୍ଚଳରେ ଜନ୍ମେ। ଏହାର ସବୁ ଅଂଶ ଔଷଧିରେ ଲାଗେ। ଏହାର ପତ୍ର ତ୍ରିପର୍ଣ୍ଣ; ରାତ୍ରିରେ ପତ୍ର ବୁଜି ହୋଇଯାଏ।]