ଆମ୍ରେଡ଼ିତ Amreṟḍ̠ita

  • ସଂ. ବିଣ. (ଆ=ପୁନଃପୁନଃ+ମ୍ରେଡ଼୍ ଧାତୁ=ଉନ୍ମତ୍ତ ହେବା+କର୍ମ. ତ) — ପୁନଃପୁନଃ କଥିତ; ଏକାଧିକବାର ଉଚ୍ଚାରିତ; ପୁନଃପୁନଃ ଉଲ୍ଲିଖିତ — Repeated; repeatedly said; pronounced more than once
  • ସଂ. ବି. (+ଭାବ. ତ) — ଦୁଇ ତିନି ଥର କହିବା — Repetition
  • ସଂ. ବି. (+ଭାବ. ତ) — ବାରମ୍ବାର କଥନ — Speaking more than once