ଆମ୍ଭନ୍ତ Āmbhanta

  • ଦେ. (ପ୍ରାଚୀନ ପଦ୍ୟ) ସର୍ବ. 2 ୟା. ବି. (ସଂ. ଅସ୍ମଦ୍; ପ୍ରାକୃତ. (ଅହ୍ମେ) ଆମ୍ଭଙ୍କୁ — To me
  • ଦେ. (ପ୍ରାଚୀନ ପଦ୍ୟ) ସର୍ବ. 2 ୟା. ବି. (ସଂ. ଅସ୍ମଦ୍; ପ୍ରାକୃତ. (ଅହ୍ମେ) ଆମ୍ଭମାନଙ୍କୁ — To us