ଆମ୍ବୁଲବାଇ Āmbulabāi

  • ଦେ. ବି. — କ୍ଷଣିକ ଉନ୍ମାଦ ବା ମତ୍ତତା; କୌଣସି କାର୍ଯ୍ୟ ନିମନ୍ତେ ମନୁଷ୍ୟ ମନରେ ଆସିବା କ୍ଷଣିକ ତୀବ୍ର ଉତ୍ତେଜନା ବା ଜିଗର — Temporary insanity; temporary eagerness to do a thing
  • ଦେ. ବିଣ. ସ୍ତ୍ରୀ — ଆମ୍ବୁଲବାୟାର ସ୍ତ୍ରୀଲିଙ୍ଗ — Feminine of Āmbulabāyā