ଆମ୍ବୁଆଳି Āmbuāḻi

  • ଦେ. ବିଣ. — ଯେଉଁ ଋତୁରେ ଆମ୍ବ ଫଳ ହୁଏ — (the season) Of mango; (the season) when mangoes prevail
  • ଦେ. ବିଣ. — ଆମ୍ବୁଆଳି ଦିନେ ଶୋଇ ପଡ଼ିଥିଲି ଆମ୍ବିଳା ଆମ୍ବକୁ ଖାଇ। ଢଗ।
  • ଦେ. ବିଣ. — ଯେଉଁ ଋତୁରେ ଶରୀର ଆମଯୁକ୍ତ ହୁଏ; ଗ୍ରୀଷ୍ମଋତୁ — (the season) When the body becomes lazy on account of indigestion; summer
  • ଦେ. ବିଣ. — ସ୍ଥୂଳକାୟ; ମୋଟା (ଲୋକ, ପିଲା, ଦେହ) — Stout (person, child and body)