ଆମ୍ବିଳ Āmbiḻa

  • ଦେ. ବି. (ସଂ. ଅମ୍ଳ) — ଖଟାରସ; ଅମ୍ଳରସ — Acid taste
  • ଦେ. ବି. (ସଂ. ଅମ୍ଳ) — କଟୁ କଷାୟ ଯେ ଆମ୍ବିଳ ତିକ୍ତ ଲବଣ ଯେ ମଧୁର। ଭାଗବତ 3 ୟ। — କଟୁ କଷାୟ ଯେ ଆମ୍ବିଳ ତିକ୍ତ ଲବଣ ଯେ ମଧୁର ଭାଗବତ3ୟ
  • ଦେ. ବି. (ସଂ. ଅମ୍ଳ) — ଖଟେଇ — Anything of acid taste
  • ଦେ. ବି. (ସଂ. ଅମ୍ଳ) — ଖଟେଇ ତିଅଣ — A curry with acid taste
  • ଦେ. ବିଣ. — ଆମ୍ବିଳା; ଅମ୍ଳ ରସବିଶିଷ୍ଟ — Sour; of acid taste