ଆମ୍ବଡାହାଣୀ Āmbadāhāṇī

  • ଦେ. ବି. — ଆମ୍ବଗଛରେ ବେଢ଼ିବା ମାଛିଜାତୀୟ ଏକ— ପ୍ରକାର ଛୋଟ କଳା ପୋତକ (ଗଛ ପାଖ ଦେଇ ଲୋକ ଚାଲିଗଲେ ସେମାନେ ଆସି ଲୋକର ମୁହଁ ପାଖେ ବେଢ଼ି ଯାଆନ୍ତି।) — A kind of small flee-like insect infesting mango branches