ଆମ୍ବକସିଆ ଗଦ Āmbakasiā gada

  • ଦେ. ବି — ଆମ୍ବକସି ଭଳି ବାସୁଥିବା ଅଦା ପରି ଚେର— ବିଶିଷ୍ଟ ଗୁଳ୍ମ — A medicinal root having the scent of a mango; Curcuma Amada (Haines)
  • ଦେ. ବି — [ଦ୍ର—ଏହା ଗୋଟିଏ ଗୁଳ୍ମ। ହଳଦି ଗଛ ପରି ଏହା ଦୁଇ ଫୁଟ ଉଚ୍ଚ ହୁଏ।]