ଆମ୍ବକଦିନ Āmbakadina

  • ପ୍ରାଦେ. (ଅନୁଗୁଳ) ବି. — ଆମ୍ବ ପାଚିବା ଦିନ — The season when mangoes ripen
  • ପ୍ରାଦେ. (ଅନୁଗୁଳ) ବି. — [ଦ୍ର—ଏହିପରି 'ପଣସକ ଦିନ' ଇତ୍ୟାଦି ମଧ୍ୟ ହୁଏ।]